Lockdown ଆଉ ପ୍ରେମ – Episode 2: Tume Mun au Barsha (ତୁମେ ମୁଁ ଆଉ ବର୍ଷା) - ShubhaVani (Shubhapallaba Podcast)

ରଚନା/ଉପସ୍ଥାପନା: ସୋନାଲି ସୁଚରିତାWhat’s going on during this lockdown? We brought a series, “Lockdown ଆଉ ପ୍ରେମ” with some Love Stories and Poems just for you.Here is the 2nd episode of the series, Tume-Mun Aau Barsha (ତୁମେ-ମୁଁ ଆଉ ବର୍ଷା) by Sonali Sucharita. A big thanks to all our listeners and the readers who love our previous stories and poems here on YouTube and on our Web portal.ଏହି ଲକ୍‌ଡାଉନ୍‌ରେ କ’ଣ କରୁଛନ୍ତି ଆପଣମାନେ? ଏହି ସମୟରେ ଆମେ ଆଣିଦେଇଛୁ କିଛି ପ୍ରେମଭରା କଥା ଆଉ କବିତାକୁ ନେଇ ଏକ ନୂଆ କାହାଣୀର ପୋଥି, “ଲକ୍‌ଡାଉନ୍ ଆଉ ପ୍ରେମ” ।ଏହି ସିରିଜ୍‌ର ଦ୍ୱିତୀୟ ଭାଗଟିର ରଚନା କରିଛନ୍ତି ସୋନାଲି ସୁଚରିତା ଏବଂ ସେ ନିଜେ ଏହାର ଉପସ୍ଥାପନା କରିବା ସହ ଭିଡିଓ ଓ ସମ୍ପାଦନା କାର୍ଯ୍ୟ ମଧ୍ୟ ନିଜେ କରିଛନ୍ତି । ପୂର୍ବ ଭିଡିଓଗୁଡ଼ିକୁ ଆପଣମାନେ ଦେଇଥିବା ଭଲପାଇବା ପାଇଁ ଆମର ସମ୍ପୂର୍ଣ୍ଣ ଶୁଭପଲ୍ଲବ ପରିବାର ଆପଣଙ୍କ ନିକଟରେ କୃତଜ୍ଞ ।

2356 232